Jump to content

ଧର୍ମପୁରୀ

ଉଇକିଅଭିଧାନ‌ରୁ

ଧର୍ମପୁରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଯେଉଁଠାରେ ମୃତ୍ୟୁ ପରେ ପ୍ରାଣୀର ଧର୍ମାଧର୍ମ ବିଚାର କରାଯାଏ) ଯମପୁରୀ — ୧. The abode or court of J̄ama, the God of death.
୨. ଧର୍ମାଧିକରଣ; କଚେରି (ହିନ୍ଦୀ - ଶବ୍ଦସାଗର) — ୨. A court of law.