Jump to content

ଧର୍ମପ୍ରବର୍ତ୍ତନ

ଉଇକିଅଭିଧାନ‌ରୁ

ଧର୍ମପ୍ରବର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମ ପ୍ରବର୍ତ୍ତକ—ବିଣ ପୁଂ) 

ସଂସ୍କୃତ - ବିଶେଷ୍ୟ - (ଧର୍ମ+ପ୍ରବର୍ତ୍ତନ;୬ଷଷ୍ଠୀ ତତ୍)

[ସମ୍ପାଦନା]

କୌଣସି ଦେଶରେ ଗୋଟିଏ ନୂତନ ଧର୍ମ ଚଳାଇବା —Introduction of a religious into a country.