Jump to content

ଧର୍ମବନ୍ତ

ଉଇକିଅଭିଧାନ‌ରୁ

ଧର୍ମବନ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଧର୍ମ+ବତ୍)

[ସମ୍ପାଦନା]
୧. ଧାର୍ମିକ — ୧. Pious; virtuous; religious.
୨. ନ୍ୟାୟବାନ୍ — ୨. Just; righteous.

ଧର୍ମବନ୍ତ ଲୋକେ ଯେ ଦୀନ ଲୋକଠାରେ ଦୟା ଘେନି ଥାନ୍ତି ହୃଦରେ ନିଭନ୍ତରେ କୃଷ୍ଣସିଂହ. ମହାଭାରତ. ବନ