Jump to content

ଧର୍ମବିଚାର

ଉଇକିଅଭିଧାନ‌ରୁ

ଧର୍ମବିଚାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ବିଚାର)

[ସମ୍ପାଦନା]
୧. ନ୍ୟାୟ ବିଚାର — ୧. Just consideration.
୨. ନ୍ୟାୟ —୨. Justice.
୩. ଧର୍ମ ସମ୍ୱନ୍ଧେ ଚିନ୍ତନ — ୩. Thoughts about religion.
୪. ଅଭିଯୁକ୍ତ ବ୍ୟକ୍ତିର ଦେଷିତା ବା ନିର୍ଦୋଷିତା ବିଷୟରେ ବିଚାର —୪. Adjudication of the guilt or innocence of an accused.

(ଧର୍ମ ବିବେଚନ; ଧର୍ମବିଚାରଣା—ଅନ୍ୟରୂପ)