ଧର୍ମବିଜ୍ଞାନ
ଦେଖଣା
ଧର୍ମବିଜ୍ଞାନ
ଉଚ୍ଚାରଣ
[ସମ୍ପାଦନା]ଧର୍ମବିଦ୍ୟା, ଧର୍ମଶାସ୍ତ୍ରଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ଧର୍ମ+ବିଜ୍ଞାନ)
[ସମ୍ପାଦନା]- ୧. ଆଧ୍ୟାତ୍ମ ବିଦ୍ୟା — ୧. The philosophy of religion.
- ୨. ନୀତିବିଜ୍ଞାନ ଉପଦେଶକ ଶାସ୍ତ୍ର — ୨. Ethics; moral science; moral philosophy.
- ୩. ସ୍ମୃତ୍ତି ଶାସ୍ତ୍ର —୩. The code of law.
- ୪. ଆଇନ୍ —୪. Jurisprudence.