Jump to content

ଧର୍ମବୁଦ୍ଧ

ଉଇକିଅଭିଧାନ‌ରୁ

ଧର୍ମବୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମବୁଦ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୭ମୀ ତତ୍;ଧର୍ମ+ବୃଦ୍ଧ)

[ସମ୍ପାଦନା]
୧. ଧର୍ମାନୁଷ୍ଠାନରେ ପ୍ରବୀଣ — ୧. Advanced in peity.
୨. ଅନ୍ୟମାନଙ୍କଠାରେ ବେଶି ଧାର୍ମିକ — ୨. More pious than others.
୩. ଧାର୍ମିକପ୍ରବର —୩. Very pious.