ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧର୍ମ+ ମାତୃ; ୧ମା. ୧ବ)
[ସମ୍ପାଦନା]
ଧର୍ମତଃ ଆପଣା ମାତୃସ୍ଥାନୀୟା ସ୍ତ୍ରୀ — A woman who stands in the relation of a mother to a person.
[ଦ୍ରଷ୍ଟବ୍ୟ —ଶାଶୁ, ଗୁରୁପତ୍ନୀ, ବ୍ରାହ୍ମଣୀ, ରାଜପତ୍ନୀ, ଗାଭୀ, ଧାତ୍ରୀ ଓ ବସୁମତୀ ଏମାନେ ଧର୍ମତଃ ମାତୃସ୍ଥାନୀୟା ଅଟନ୍ତି]