Jump to content

ଧର୍ମମୟ

ଉଇକିଅଭିଧାନ‌ରୁ

ଧର୍ମମୟ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମମୟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଧର୍ମ+ ପ୍ରାଚର୍ଯ୍ୟାର୍ଥେ ମୟ)

[ସମ୍ପାଦନା]
୧. ଧାର୍ମିକ — ୧. Virtuous; religious.
୨. ନୈତିକ —୨. Moral.
୩. ଧର୍ମ ସମ୍ମତ କର୍ମରେ ପୂର୍ଣ୍ଣ (ଜୀବନ) — ୩. (a life) Devoted to pious acts.