Jump to content

ଧର୍ମରକ୍ଷିତ

ଉଇକିଅଭିଧାନ‌ରୁ

ଧର୍ମରକ୍ଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଯୋଗ (ଯବନ) ଦେଶୀୟ ଏକ ବୌଦ୍ଧ ଧର୍ମୋପଦେଶକ, ଯାହାକୁ ମହାରାଜ ଅଶୋକ ଅପରାନ୍ତକ (ବେଲୁଚି ସ୍ଥାନ) ଅଞ୍ଚଳକୁ ବୌଦ୍ଧ ଧର୍ମ ପ୍ରଚାରାର୍ଥ ପଠାଇଥିଲେ (ହିନ୍ଦୀ - ଶବ୍ଦସାଗର) — Name of a Buddhist preacher who was sent by king Aṡoka to preach the tenets of Buddhism in Beluchistan area.