Jump to content

ଧର୍ମଶାଳା

ଉଇକିଅଭିଧାନ‌ରୁ

ଧର୍ମଶାଳା

ଉଚ୍ଚାରଣ

[ସମ୍ପାଦନା]

(ଧର୍ମାଶାଳା—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଶାଳା; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଅତିଥିଶାଳା; ପାନ୍ଥଶାଳା — ୧. A place for accomodating pilgrims and wayfarers.
୨. ଧର୍ମାଧିକରଣ; ବିଚାରାଳୟ — ୨. Court of justice; tribunal.
୩. ଦାତବ୍ୟ ଚିକିତ୍ସାଳୟ ବା ଔଷଧାଳୟ — ୩. A charitable hospital or dispensary.
୪. ଛତ୍ର; ଛତର — Alms-house.
୫. ଯେଉଁଠାରେ କ୍ଷୁଧାର୍ତ୍ତକୁ ଅଳ୍ପ ଓ ନିରାଶ୍ରୟକୁ ଆଶ୍ରୟ ଦିଆଯାଏ —୫. A place of free distribution of food and help to the needy.

[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଭାରତର ତୀର୍ଥମାନଙ୍କରେ ଶେଠମାନେ ଯାତ୍ରୀମାନଙ୍କ ବିନା ଭଡ଼ାରେ ଆଶ୍ରୟ ଦେବା ନିମନ୍ତେ ନିର୍ମାଣ କରିଥିବା ଗୃହମାନଙ୍କୁ ଧର୍ମଶାଳା ବୋଲାଯାଏ]