Jump to content

ଧର୍ମାଙ୍ଗ

ଉଇକିଅଭିଧାନ‌ରୁ

ଧର୍ମାଙ୍ଗ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧର୍ମ+ ଅଙ୍ଗ; ଯାହାର ଅଙ୍ଗ ଧର୍ମ ପରି ଶୁକ୍ଳ)

ବଗ; ବକ ପକ୍ଷୀ (ହିନ୍ଦୀ - ଶ) — Ardea Nivea (bird).