ଧର୍ମାଚାର୍ଯ୍ୟ
ଦେଖଣା
ଧର୍ମାଚାର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଆଚାର୍ଯ୍ୟ)
[ସମ୍ପାଦନା]- ୧. ଧର୍ମୋପଦେଶକ; ଧର୍ମଗୁରୁ ୧. Religious preceptor.
- ୨. ଋଗ୍ୱେଦୀୟମାନଙ୍କର ତର୍ପଣୀୟ ପୁରୁଷ (ଋଷି) ବିଶେଷ — ୨. A sage to whom oblations of water is offered by the followers of the Ṛug-beda.
- ୩. କୌଣସି ଧର୍ମମତର ପ୍ରବର୍ତ୍ତକ —୩. The founder of a certain religious tenet.
- ୪. କୌଣସି ଧର୍ମ ମତର ପ୍ରଚାରକ — ୪. A religious missionary.