Jump to content

ଧର୍ମାଧିକାର

ଉଇକିଅଭିଧାନ‌ରୁ

ଧର୍ମାଧିକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଧର୍ମ+ ଅଧିକାର)

[ସମ୍ପାଦନା]
୧. ଧର୍ମଧର୍ମ ବିଚାର କରିବାର କ୍ଷମତା —୧. The power of discriminatinating between right and wrong.
୨. ଆଇନ ସମ୍ୱନ୍ଧେ ବିଚାରଣା — ୨. Administration of justice.
୩. ବିଚାରକଙ୍କ ପଦ —୩. The office of a judge.