Jump to content

ଧର୍ମାଧିକାରୀ

ଉଇକିଅଭିଧାନ‌ରୁ

ଧର୍ମାଧିକାରୀ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମାଧିକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଧର୍ମାଧିକାରିନ୍; ଧର୍ମାଧିକାର+ ଅସ୍ତ୍ୟର୍ଥେ ଇନ୍ ୧ମା ୧ବ; କିମ୍ୱା ଧର୍ମ+ ଅଧିକାରୀ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ବିଚାରପତି —୧. Judge.
୨. ଦାନାଧ୍ୟକ୍ଷ; ରାଜା ବା ଦାତାଙ୍କର ଦାନାର୍ଥ ଉତ୍ସର୍ଗୀକୃତ ଧନକୁ ବା ବସ୍ତୁକୁ ପାତ୍ରାପାତ୍ର ବିଚାରପୂର୍ବକ ବାଣ୍ଟିବା ପାଇଁ ଯେଉଁ ବ୍ୟକ୍ତିଙ୍କ ଉପରେ ଭାର ଦିଆଯାଇ ଥାଏ — ୨. A person entrusted with the duty of disributing gifts amongst deserving persons.