ଧର୍ମାପାଳ
ଦେଖଣା
ଧର୍ମାପାଳ
ଉଚ୍ଚାରଣ
[ସମ୍ପାଦନା](ଧର୍ମପାଳିକା—ସ୍ତ୍ରୀ)
ଧର୍ମପାଳକ, ଧର୍ମରକ୍ଷକ, ଧର୍ମଭାତୃଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଧର୍ମ+ପାଳ;୬ଷଷ୍ଠୀ ତତ୍)
[ସମ୍ପାଦନା]- ୧. ଯେ ଧର୍ମ ରକ୍ଷା କରନ୍ତି —୧. The defender of faith; the protector of law.
- ୨. ବୌଦ୍ଧ ସନ୍ୟାସୀଙ୍କ ଉପାଧିବିଶେଷ — ୨. A title of Buddhist saints.
- ୩. (ବହୁବ୍ରୀହି) (ଯହିଁର ଭୟରେ ଲୋକେ ଧର୍ମ ପାଳନ କରନ୍ତି)—ଦଣ୍ଡ — ୧. Punishment.
- ୪. (ନାମ) ରାଜା ଦଶରଥଙ୍କର ଏ ମନ୍ତ୍ରୀ — ୪. Name of a minister of king Daṡaratha.