Jump to content

ଧର୍ମାବତାର

ଉଇକିଅଭିଧାନ‌ରୁ

ଧର୍ମାବତାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଅବତାର; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ମୂତ୍ତିମାନ୍ ଧର୍ମ ଦେବତା; ସାକ୍ଷାତ୍ ଈଶ୍ୱର — ୨. God Himself.
୨. ମୂର୍ତ୍ତିଧାରୀ ନ୍ୟାୟ — ୨. Justice personified.
୩. ନ୍ୟାୟ ବିଚାରକ; ନ୍ୟାୟଧୀଶଚ ଧର୍ମାଧିକାରୀ — ୩. Judge court of justice.
୪. ଯୁଧିଷ୍ଠିର —୪. A name of J̄udhishṭhira.

ଦେଶଜ - ଅ. (ସଂସ୍କୃତ - ଭୋ! ଧର୍ମାବତାର)

[ସମ୍ପାଦନା]

(ରାଜା, ବିଚାରପତି ଓ ପ୍ରଭୁ ଆଦିଙ୍କ ସମ୍ୱୋଧନ) ହେ ମୂର୍ତ୍ତିମାନ୍ ଧର୍ମ ! ହଜୁର —(interjection used in addressing a court or king or king or one's master) Your Honour ! Your worship ! Your Lordship ! My Lord ! Your Highness !