Jump to content

ଧର୍ମାର୍ଥକାମମୋକ୍ଷ

ଉଇକିଅଭିଧାନ‌ରୁ

ଧର୍ମାର୍ଥକାମମୋକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଅର୍ଥ+ କାମ+ ମୋକ୍ଷ; ଦ୍ୱନ୍ଦ)

[ସମ୍ପାଦନା]

ମନୁଷ୍ୟ ଜୀବନର ଚତୁର୍ବର୍ଗ ବା ସାଧନ ଚତୁଷ୍ଟୟ —The four desirable worldly objects, viz religion, wealth, desire and salvation.