Jump to content

ଧର୍ମାସନ

ଉଇକିଅଭିଧାନ‌ରୁ

ଧର୍ମାସନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଆସନ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ବିଚାରସନ; ଇଜଲାସ୍ — ୧. Judgment seat; the Bench.
୨. ବିଚାରକଙ୍କ ପଦ — ୨. The position of a judge.