Jump to content

ଧର୍ମା ନିଷ୍ଠା

ଉଇକିଅଭିଧାନ‌ରୁ

ଧର୍ମା ନିଷ୍ଠା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍+ନିଷ୍ଠା; ୭ମୀ ତତ୍)

[ସମ୍ପାଦନା]
୧. ଧର୍ମରେ ଆସ୍ଥା ବା ଏକାଗ୍ରତା —୧. Firm belief in religion.
୨. ଧର୍ମ ବିଷୟରେ ଆନ୍ତରିକ ଶ୍ରଦ୍ଧା —୨. Sincere peity.
୩. ଧର୍ମପରାୟଣତା —୩. Devotion to religion.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଧର୍ମ ନିଷ୍ଠ+ଆ)

[ସମ୍ପାଦନା]

ଧର୍ମନିଷ୍ଠର ସ୍ତ୍ରୀଲିଙ୍ଗ — Feminine of Dharmanishṭha.