Jump to content

ଧର୍ମିଣୀ

ଉଇକିଅଭିଧାନ‌ରୁ

ଧର୍ମିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଧର୍ମୀନ+ ସ୍ତ୍ରୀ. ଈ)

[ସମ୍ପାଦନା]

ଧର୍ମୀର ସ୍ତ୍ରୀଲିଙ୍ଗ — Feminine of Dharmī.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ପତ୍ନୀ; ବିବାହିତା ଭାର୍ଯ୍ୟା — ୧. One's married wife.
୨. ରେଣୁକା; ଗନ୍ଧଦ୍ରବ୍ୟବିଶେଷ — ୨. A kind of medicinal scent.