Jump to content

ଧର୍ମିଷ୍ଠ

ଉଇକିଅଭିଧାନ‌ରୁ

ଧର୍ମିଷ୍ଠ

ଉଚ୍ଚାରଣ

[ସମ୍ପାଦନା]

(ଧମୀୟାନ୍—ଅନ୍ୟରୂପ)

(ଧର୍ମିଷ୍ଠତା, ଧର୍ମୀୟସ୍ତ୍ୱ, ଧର୍ମୀୟସ୍ତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧର୍ମ+ଇଷ୍ଠ; ଅତି ଅର୍ଥରେ)

[ସମ୍ପାଦନା]

ଅତି ଧାର୍ମିକ; ଧର୍ମନିରତ — Very pious; devoted to virtue or piety.

(ଧର୍ମିଷ୍ଠା, ଧର୍ମୀୟସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁଙ୍କର ନାମ —A name of Bishṇu.