Jump to content

ଧର୍ମୀ

ଉଇକିଅଭିଧାନ‌ରୁ

ଧର୍ମୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଧର୍ମ+ଅସ୍ତ୍ୟର୍ଥେ. ଇନ୍; ଧର୍ମିନ୍; ୧ମା. ୧ବ)

[ସମ୍ପାଦନା]
୧. ଧାର୍ମକ; ପୁଣ୍ୟାତ୍ମା — ୧. Religious; pious.
୨. ଧର୍ମଯୁକ୍ତ —୨. Connected with religion.
୩. (ଅନ୍ୟ ଶବ୍ଦ ସଙ୍ଗେ ଯଥା—ପ୍ରସବ ଧର୍ମୀ)— ଅମୁକଗୁଣବିଶିଷ୍ଟ —୩. Having such or such a quality or attribute.
୪. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ, ଯଥା—ଭିନ୍ନ ଧର୍ମୀ)— ଅମୁକ ଧର୍ମମତକୁ ମାନିବାବାଲା — ୪. Professing such or such a faith.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁଙ୍କ ନାମ — ୧. A name of Bishṇu.
୨. ଧାର୍ମିକ ବ୍ୟକ୍ତି —୨. A pious person.