Jump to content

ଧର୍ମୋପଦେଶକ

ଉଇକିଅଭିଧାନ‌ରୁ

ଧର୍ମୋପଦେଶକ

ଉଚ୍ଚାରଣ

[ସମ୍ପାଦନା]

(ଧର୍ମୋପଦେଷ୍ଟା—ଅନ୍ୟରୂପ)

(ଧର୍ମୋପଦେଶିକା, ଧର୍ମୋପଦେଷ୍ଟ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଧର୍ମ+ ଉପଦେଶକ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଧର୍ମ ସମ୍ୱନ୍ଧେ ଉପଦେଶଦାତା; ଗୁରୁ — ୧. Spiritual teacher.
୨. ଆଇନ୍ ଶିକ୍ଷକ — ୨. A teacher of law; law lecturer.