ଧର୍ମ କର୍ମ
ଦେଖଣା
ଧର୍ମ କର୍ମ
ଉଚ୍ଚାରଣ
[ସମ୍ପାଦନା](ଧର୍ମକର୍ଯ୍ୟ, ଧର୍ମକ୍ରିୟା, ଧର୍ମ୍ମକର୍ମ୍ମ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମ. ପ.ଲୋ; ଧର୍ମ+କର୍ମ)
[ସମ୍ପାଦନା]- ୧. ଧର୍ମାନୁଷ୍ଠାନ, ଧର୍ମାନୁମୋଦିତ କ୍ରିୟାକର୍ମ —୧. Religious observances; religious rites and ceremonies; performances of a relisious ritual.
- ୨. ସଦନୁଷ୍ଠାନ; ଲୋକହିତକର କର୍ମ — ୨. Meritorious act. virtuous act; act conducting to public good.