ଧର୍ମ କାୟ
(ଧର୍ମକେତୁ, ଧର୍ମଚକ୍ରଭୂତ୍, ଧର୍ମଧାତୁ—ଅନ୍ୟରୂପ)
ବୁଦ୍ଧଦେବ — The Buddha.
[ଦ୍ରଷ୍ଟବ୍ୟ —ବୌଦ୍ଧମାନଙ୍କ ଧର୍ମଶାସ୍ତ୍ର ତ୍ରିପିଟକରେ ତିନିଗୋଟି ବିଷୟ ପ୍ରତିପାଦ୍ୟ ଓ ଉପାସନୀୟ ଯଥା—୧, ବୁଦ୍ଧ ୨. ସଂଘ ଓ ୩. ଧର୍ମ ]