Jump to content

ଧର୍ମ ଗ୍ରନ୍ଥ

ଉଇକିଅଭିଧାନ‌ରୁ

ଧର୍ମ ଗ୍ରନ୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ଗ୍ରନ୍ଥ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ସାମ୍ପ୍ରଦାୟିକ ଧର୍ମମତ ପ୍ରତିପାଦକ ଶାସ୍ତ୍ର — ୧. Sacred scripture.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଧର୍ମସମ୍ପ୍ରଦାୟକ ଭିନ୍ନ ଭିନ୍ନ ଧର୍ମପୁସ୍ତକ ଅଛି; ଯଥା—ହିନ୍ଦୁମାନଙ୍କର ବେଦ, ସ୍ମୃତି, ପୁରାଣ; ମୁସଲମାନଙ୍କର କୋରାନ ସରୀଫ; ବୌଦ୍ଧମାନଙ୍କର ତ୍ରିପିଟିକ; ଶିଖମାନଙ୍କର ଗ୍ରନ୍ଥ ସାହେବ; ପାରସୀମାନଙ୍କର ଜେନ୍ଦାଭେସ୍ତା; ଜୌନମାନଙ୍କର କଳ୍ପସୂତ୍ର; ଖ୍ରୀଷ୍ଟିୟାନ୍ମାନଙ୍କର ବାଇବେଲ୍ ଇତ୍ୟାଦି]

୨. ସ୍ମୃତିଶାସ୍ତ୍ର; ଆଚାର ବ୍ୟବହାର, ବିଷୟବିଭାଗ ଆଦି ସମ୍ୱନ୍ଧୀୟ ମନ୍ୱାଦି ଋଷିପ୍ରଣୀତ ଶାସ୍ତ୍ର (ଏଗୁଡ଼ିକ ବେଦ ପରେ ରଚିତ) —୨. The later books of the Hinds laying down cown codes of law and conduct; codes of Hindu law.

[ଦ୍ରଷ୍ଟବ୍ୟ —ମନୁ, ପରାଶର, ବୃହସ୍ପତି, କପିଳ, ଯାଜ୍ଞବନ୍ୟ, ଜୈମିନି, କଣାଦି ପ୍ରଭୃତି ହିନ୍ଦୁଧର୍ମଶାସ୍ତ୍ର ପ୍ରଣେତା ଅଟନ୍ତି]

୩. ଆଇନ୍ ବହି —୩. Law book.