Jump to content

ଧର୍ମ ଘଡ଼ି

ଉଇକିଅଭିଧାନ‌ରୁ

ଧର୍ମ ଘଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧର୍ମଘଣ୍ଟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଧର୍ମ+ଘଟିକା)

[ସମ୍ପାଦନା]
୧. ସର୍ବସାଧାରଣଙ୍କଦ୍ୱାରା ଦେଖା ଯାଇପାରିବା ଭଳି ଖୁବ୍ ଉଚ୍ଚ ଓ ପ୍ରକାଶ୍ୟ ସ୍ଥାନରେ ସ୍ଥାପିତ ଘଟିକା ଯନ୍ତ୍ର —୧. A clock kept at a very conspicuous place so as to be seen by the public.
୨. ଯେଉଁ ଘଡ଼ି ମନକୁ ବାଜେ ବା ଘଣ୍ଟାର ସଂଖ୍ୟା ଅନୁସାରେ ଯେଉଁ ଘଣ୍ଟାକୁ ବଜାଯାଏ — ୨. A clock or bell striking hours.

[ଦ୍ରଷ୍ଟବ୍ୟ —ଲୋକେ କୌଣସି ଅଭିସ୍ପିତ ବିଷୟରେ ଚର୍ଚ୍ଚା କରିବା ବେଳେ ଯେବେ କଳ ଘଣ୍ଟା ବାଜିବାର ଶୁଣାଯାଏ ତେବେ ଅଭିସ୍ପିତ ବିଷୟ ସିଦ୍ଧ ହେବାର ଏହା ଶୁଭ ଶକୂନ ବୋଲି ସ୍ଥିର କରି କହନ୍ତି ଏ କାମ ନିଶ୍ଚେ ସିଦ୍ଧ ହେବ, କାରଣ ଏହି କଥା ପଡ଼ିବା ବେଳେ ଧର୍ମ ଘଡ଼ି ବାଜିଲା]