Jump to content

ଧର୍ମ ଚୋର

ଉଇକିଅଭିଧାନ‌ରୁ

ଧର୍ମ ଚୋର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମିଥ୍ୟାଚାରୀ ଲୋକ — A liar; a hypocrite.

ମିଥ୍ୟାକୁ ଆଚରଣ କରଇ ଯେଉଁ ନର ସେହିଟି ହେ ନୃପତି ଅଟଇ ଧର୍ମ ଚୋର କୃଷ୍ଣସିଂହ. ମହାଭାରତ, ଆଦି