ଧର୍ମ ଜ୍ଞାନ
ଦେଖଣା
ଧର୍ମ ଜ୍ଞାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧର୍ମ+ଜ୍ଞାନ)
[ସମ୍ପାଦନା]- ୧. ଧର୍ମତତ୍ତ୍ୱ ବିଷୟକ ବୋଧ — ୧. Conception of the principles of religion.
- ୨. ଧର୍ମ ଓ ଅଧର୍ମ ସମ୍ୱନ୍ଧୀୟ ଜ୍ଞାନ; ନ୍ୟାୟାନ୍ୟାୟ ବିବେକ — ୨. Conception of what is for and what is against the tenets of one's religion; ability to distinguish between what is right and what is wrong.