Jump to content

ଧର୍ମ ଡଙ୍ଗା

ଉଇକିଅଭିଧାନ‌ରୁ

ଧର୍ମ ଡଙ୍ଗା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧର୍ମପାଳନରୂପ କାର୍ଯ୍ୟ; ଧର୍ମି ପନ୍ଥାନୁସରଣ — ୧. The path of religion.

ଧର୍ମ ଡଙ୍ଗା ସୁଖରେ ଯାଏ ଢଗ

୨. ନୌକା —୨. A boat.

[ଦ୍ରଷ୍ଟବ୍ୟ —ଲୋକ ନୌକାକୁ ଧର୍ମରେ ପରିଚାଳିତ ହେବାର କହନ୍ତି ସଂସାରରେ ଧର୍ମ ଥିବାରୁ ଡଙ୍ଗା ଭାସୁଛି ନଚେତ୍ ବୁଡ଼ି ଯାଆନ୍ତା ବୋଲି ସାଧାରଣ ଲୋକ ବିଶ୍ୱାସ କରନ୍ତି]