ଧର୍ମ ଦଣ୍ଡ
ଦେଖଣା
ଧର୍ମ ଦଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧର୍ମ ଦଣ୍ଡ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନିଜର ଧର୍ମରକ୍ଷାପାଇଁ ସୁହାଯିବା କଷ୍ଟ — ୧. Trouble undergone by a person for preserving his religion.
- ୨. ବୃଥା କଷ୍ଟ; ବୃଥା ଦଣ୍ଡ; ବ୍ୟର୍ଥ ଦଣ୍ଡ — ୨. Undeserved punishment.
- ୩. ଅନ୍ୟର ଅପରାଧ ପାଇଁ ଭୋଗିବା ଦଣ୍ତ — ୩. Punishment for the sin or offence of another.