Jump to content

ଧର୍ମ ଦେବତା

ଉଇକିଅଭିଧାନ‌ରୁ

ଧର୍ମ ଦେବତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ଦେବତା)

[ସମ୍ପାଦନା]
୧. ପାପୀର ଦଣ୍ଡ ଓ ପୁଣ୍ୟ— ବାନ୍ର ପୁରସ୍କାରଦାତା ଈଶ୍ୱର; ପୃଥୀବୀର ସୃଷ୍ଟି— କର୍ତ୍ତା; ଈଶ୍ୱର —୧. God; the Righteous and just God.
୨. ଯମ —୨. j̄ama.
୩. ସୂର୍ଯ୍ୟଦେବ —୩. The Sun-god.
୪. ଠୂଳ ଶୂନ୍ୟ ଅଣାକାର ପୁରୁଷ — ୪. The Invisible God.

[ଦ୍ରଷ୍ଟବ୍ୟ —ପାପର ଦଣ୍ଡଦାତା ଓ ପୁଣ୍ୟର ପୁରସ୍କାରଦାତା ଭଗବାନଙ୍କ ସମ୍ୱନ୍ଧେ ହୁନ୍ଦୁ ଶାସ୍ତ୍ର ଓ ବୌଦ୍ଧ ଶାସ୍ତ୍ରମାନ ସାଧାରଣ ଲୋକଙ୍କ ମନରେ ନାନା ପ୍ରାକାରର ଗୋଳମାଳିଆ ଭାବ ଉପସ୍ଥିତ କରାଇଥିବାର ଦେଖା ଯାଏ ଅତ୍ୟାଚାରୀକୁ ଦଣ୍ଡ ଦେବା ନିମନ୍ତେ ନିରାଶ୍ରୟ ଅତ୍ୟାଚାରିତ ବ୍ୟକ୍ତି ଯେଉଁ ଧର୍ମଦେବତାଙ୍କୁ ଡାକ ପକାଏ ଓ ପାଣି ଆଞ୍ଜୁଳା ଟେକେ, ସେ ଇହକାଳରେ ପାପୀକୁ ଦଣ୍ଡ ଦେବେ ବୋଲି ତାହାର ବିଶ୍ୱାସ ଥାଏ କୁମ୍ଭୀପାଟୁଆ ମାନେ ସେହି ଧର୍ମ ଦେବତାଙ୍କୁ ସୂର୍ଯ୍ୟରୂପେ କଳ୍ପନା କଛନ୍ତି ବିଧାତା, ଯମ, ଅଣାକାର, ବିଷ୍ଣୁ ଆଦି ସେହି ଧର୍ମ ଦେବତାଙ୍କର ଆକାର]