ଧର୍ମ ଧ୍ୱଜ
ଦେଖଣା
ଧର୍ମ ଧ୍ୱଜ
ଉଚ୍ଚାରଣ
[ସମ୍ପାଦନା](ଧର୍ମଧ୍ୱଜୀ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ -(ବହୁବ୍ରୀହ; ଧର୍ମ+ଧ୍ୱଜ)
[ସମ୍ପାଦନା]- ୧. କପଟ ଧାର୍ମିକ; ବିରାଡ଼ି ବୌଷମ — ୧. Hypocritical; one who is irreligious under the grab of religion.
- ୨. ଯେ ଧର୍ମର ଦ୍ୱାହି ଦେଇ ନୀଚ ସ୍ୱାର୍ଥ ସାଧନ କରେ —୨. Pursuing one's self interest in the name of religion.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ଲୋକ ଧର୍ମର ଲକ୍ଷଣମାନ ଦେଖାଏ— କିନ୍ତୁ କାର୍ଯ୍ୟତଃ ଅଧର୍ମାଚରଣ କରେ; — ୧. An imposter.
ନ କହିବ ଦୁର୍ଜନ ଅଗ୍ରତେ, ଅପରେ ଧର୍ମଧ୍ୱଜ ଯେତେ ଜଗନ୍ନାଥ ଭାଗବତ
- ୨. ଜନକବଂଶୀ ମିଥିଳାର ନୃପବିଶେଷ — ୨. The name of a king of ancient Mithiḻā