ଧର୍ମ ପ୍ରମାଣ
ଦେଖଣା
ଧର୍ମ ପ୍ରମାଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧର୍ମ ପ୍ରମାଣ
|
ସଂସ୍କୃତ - ବିଶେଷଣ - (ଧର୍ମ+ପ୍ରମାଣ; ବହୁବ୍ରୀହି)
[ସମ୍ପାଦନା]ଧର୍ମକୁ ସାକ୍ଷୀ ରଖି ଅନୁଷ୍ଠିତ ବା ଉକ୍ତ (କର୍ମ ବା ବଚନ) — (act) Done or (word) said by invoking God to witness it.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଅର୍ମ ଅନୁସାରେ; ଧର୍ମତଃ ୧. In the name of God; by God; upon one's faith.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିର୍ଭର ହଲପ; ସୁକୃତ କରିବା —The taking of special oath; solemn affirmation.