Jump to content

ଧର୍ମ ପ୍ରାଣ

ଉଇକିଅଭିଧାନ‌ରୁ

ଧର୍ମ ପ୍ରାଣ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମ ପ୍ରାଣା—ସ୍ତ୍ରୀ) 

(ଧର୍ମପ୍ରାଣତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ଧର୍ମ+ପ୍ରାଣ; ବହୁବ୍ରିହୀ)

[ସମ୍ପାଦନା]

ଅତ୍ୟନ୍ତ ଧାର୍ମିକ; ପୁଣ୍ୟଶୀଳ —Pious; virtuous; religious; one whose life is pervaded by religion.