ଧର୍ମ ବଳା
=== ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଧର୍ମ+ବାଳ)
ଧର୍ମ ପୁତ୍ର; ଯୁଧିଷ୍ଠିର — A name of J̄udhishṭhira.
ଚାରି ଭାଇଙ୍କ ତାହା କହି ଧର୍ମବାଳା ଦ୍ରୌପଦୀଙ୍କୁ ଘେନିଣ ଗଲେ ପାକଶାଳା କୃଷ୍ଣସିଂହ. ମହାଭାରତ. ବନ