Jump to content

ଧର୍ମ ବହିର୍ଭୂତ

ଉଇକିଅଭିଧାନ‌ରୁ

ଧର୍ମ ବହିର୍ଭୂତ

ଉଚ୍ଚାରଣ

[ସମ୍ପାଦନା]

ଧର୍ମଗର୍ହିତ, ଧର୍ମବିରୁଦ୍ଧଅନ୍ୟରୂପ

ସଂସ୍କୃତ - ବିଶେଷଣ - (୫ମୀ ତତ୍; ଧର୍ମ ବହୁର୍ଭୂତ)

[ସମ୍ପାଦନା]
୧. ପାପଜନକ (କାର୍ଯ୍ୟ) —୧. Sinful.
୨. ଯେଉଁ କାର୍ଯ୍ୟ ଧର୍ମର ବୀପରୀତ ଅଟେ — ୨. (acts) Contrary or opposed to religious precepts.