Jump to content

ଧର୍ମ ବାଣିଜିକ

ଉଇକିଅଭିଧାନ‌ରୁ

ଧର୍ମ ବାଣିଜିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ବାଣିଜ୍ୟ+ଇକ)

[ସମ୍ପାଦନା]
୧. (ବଣିକ ଯେଉଁ ପରି ପଣ୍ୟ ଦ୍ରବ୍ୟର ବ୍ୟବସାୟଦ୍ୱାରା ଲାଭର କରେ ସେହିପରି) ଯେଉଁ ବ୍ୟ୍ୟକ୍ତି ଆପଣାର ଧର୍ମ ସାଧନକୁ ଲାଭର ଉପାୟରେ ପରିଣତ କରେ — ୧. One who tries to make profit out of his virtue (Apte)
୨. ପୁରସ୍କାର ଆଶାରେ ଯେଉଁ ବ୍ୟକ୍ତି ଧର୍ମ କାର୍ଯ୍ୟ କରେ —୨. One who performs religious rites with a view to reward (Apte).