Jump to content

ଧର୍ମ ବାହନ

ଉଇକିଅଭିଧାନ‌ରୁ

ଧର୍ମ ବାହନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଧର୍ମ= ବୃଷଭ, ଅଟେ ବାହାନ ଯାହାର, ବହୁବ୍ରିହୀ)—୧ ଶିବ; ମହାଦେବ — ୧. Ṡiba.
୨. (୬ଷଷ୍ଠୀ ତତ୍; ଧର୍=ଯମର ବାହାନ)—ମହିଷ; ମଇଁଷି — ୨. Buffalo (Apte).
୩. (ଧର୍ମ+ବାହ ଧାତୁ ଣିଜନ୍ତି ବାହି ଧାତୁ+ଭାବ ଅନ) ଧର୍ମି ପ୍ରାପଣ;ଧର୍ମ ପ୍ରାପ୍ତି; ଧର୍ମ ଲାଭ — ୩. Attainment of peity.