ଧର୍ମ ବୈତଂସିକ
ଦେଖଣା
ଧର୍ମ ବୈତଂସିକ
ଉଚ୍ଚାରଣ
[ସମ୍ପାଦନା](ଧର୍ମବୈତଂସିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧର୍ମ+ବୈତଂସିକ)
[ସମ୍ପାଦନା]ପାପକାର୍ଯ୍ୟଦ୍ୱାରା ଧନ ଉପାର୍ଜନ କରି ଆପଣାକୁ ଧାର୍ମିକ ବୋଲି ସଂସାରରେ ଜଣାଇବା ପାଇଁ ବ୍ୟକ୍ତି ଦାନ ଆଦି କରେ — Earning money in evil ways but giving it away in charity to show to the public that he is a pious person.
[ଦ୍ରଷ୍ଟବ୍ୟ —ଆଧୁନିକ ସମାଜରେ ଏ ଶ୍ରେଣୀର ଦାତା ଅନେକ ଦେଖା ଯାଆନ୍ତି ଏମାନେ ଖାଧ୍ୟ ଓ ଦେବତାଙ୍କ ଭୋଗ ପାଇ ଉଦ୍ଦିଷ୍ଟ ଘିଅର ଚର୍ବି ମିଶାଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରନ୍ତି, ଅଥଚ ଧର୍ମଶାଳା ଏବଂ ଅନ୍ନ ସତ୍ରାଦିରେ ଅଜସ୍ର ଅର୍ଥବ୍ୟୟ କରି ଲୋକ ସମାଜରେ ଧାର୍ମିକପ୍ରବରରୂପେ ଖ୍ୟାତହେବାର ଆଶା ପୋଷଣ କରନ୍ତି]