Jump to content

ଧର୍ମ ବ୍ରତ

ଉଇକିଅଭିଧାନ‌ରୁ

ଧର୍ମ ବ୍ରତ

ଉଚ୍ଚାରଣ

[ସମ୍ପାଦନା]
(ଧର୍ମବ୍ରତା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ଧ୍ରମ+ବ୍ରତ; ୬ଷଷ୍ଠୀ ତତ୍)

[ସମ୍ପାଦନା]

ଧର୍ମର ଅନୁଷ୍ଠାନ; ଧର୍ମାଚରଣ —Religious practice or observance.

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରିହୀ)

[ସମ୍ପାଦନା]

ଧର୍ମାନୁଷ୍ଠାନରେ ରତ; ଧାର୍ମିକ — Religious; devoted to religious pr poius acts.