Jump to content

ଧର୍ମ ଭାଣକ

ଉଇକିଅଭିଧାନ‌ରୁ

ଧର୍ମ ଭାଣକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଧର୍ମ+ଭଣ୍ ଧାତୁ=କହିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଧର୍ମ ଧ୍ୱଜୀ ବ୍ୟକ୍ତି; ପାଷଣ୍ଡ — ୧. Hypocrite; impostre.
୨. ପୁରୁଣାଦି ଧର୍ମଗ୍ରନ୍ଥ ପାଠ କରି ଯେ ଅର୍ଥ ଉପାର୍ଜନ କରେ —୨. A person who earns money as a public reader or rectier of scrip tures.