ଧର୍ମ ଭିକ୍ଷୁକ
ଦେଖଣା
ଧର୍ମ ଭିକ୍ଷୁକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ଧର୍ମ+ଭିକ୍ଷୁକ; ୪ର୍ଥୀ ତତ୍)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି କୋଣସି ଧର୍ମ କାର୍ଯ୍ୟ ବା ଧର୍ମ ରକ୍ଷା ପାଇଁ ସାଧାରଣ ସାହାଯ୍ୟ ପ୍ରାର୍ଥନା କରେ —୧. A person soliciting help for performing some pious duty.
- ୨. ଯେଉଁ ବ୍ୟକ୍ତି ଧର୍ମାର୍ଥ ଭିକ୍ଷାବୃତ୍ତି ଅବଲମ୍ୱନ କରିଅଛି — ୨. A person who has assumed the grap of a beggar from a sense of religious duty.
[ଦ୍ରଷ୍ଟବ୍ୟ —ମନୁ ୯ ଶ୍ରେଣୀର ଧର୍ମ ଭିକ୍ଷୁକ ଗଣନା କରିଅଛନ୍ତି— ୧. ପୁତ୍ର କାମନାରେ ବିବାହ କରିବାକୁ ଇଛୁକ ବ୍ୟକ୍ତି, ୨. ଯଜ୍ଞ କରିବାକୁ ଇଛୁକ, ୩. ପଥିକ, ୪. ଯେ ଯଜ୍ଞରେ ସର୍ବସ୍ୱ ତ୍ୟାଗ କରି ନିର୍ଧନ ହୋଇଅଛି, ୫. ୬. ୭: . ଗୁରୁ, ମାତା ଓ ପିତାଙ୍କ ଭରଣ ପୋଷାଣର୍ଥ ସାହାର୍ଯ୍ୟ ପାର୍ଥି, ୮. ଅଧ୍ୟୟନେଛୁ ବିଦ୍ୟାଥୀ ଓ ୯ ରୋଗୀ ଏପରି ଧର୍ମ ଭିକ୍ଷୁକ ଶ୍ରେଷ୍ଠ ସ୍ନାତକରୂପେ ପରିଗଣି ଏପରି ବ୍ୟକ୍ତିଙ୍କୁ ଯଜ୍ଞବେଦୀ ଭିତରେ ବସାଇ ଦକ୍ଷିଣା ସହିତ ଅନ୍ୟ ବ୍ରାହ୍ମଣଙ୍କୁ ଯଜ୍ଞବେଦୀରେ ବାହାରେ ବସାଇବା ଉଚିତ—ହିନ୍ଦୀ - ଶବ୍ଦସାଗର]