Jump to content

ଧର୍ମ ଭୀତ

ଉଇକିଅଭିଧାନ‌ରୁ

ଧର୍ମ ଭୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଧର୍ମ+ଭୀତ)

[ସମ୍ପାଦନା]
୧. ବିବେକବାନ୍ — ୧. Coscientious; scrupulous.
(ଧର୍ମଭୀତା—ସ୍ତ୍ରୀ) 

(ଧର୍ମଭୀରୁ—ଅନ୍ୟରୂପ)

୨. ସବୁ କାର୍ଯ୍ୟ ଈଶ୍ୱର ଦେଖୁଅଛନ୍ତି ବୋଲି ଜାଣି ଯେ ଅଧର୍ମକୁ ଡ଼ରି ସବୁ କାର୍ଯ୍ୟ କରେ —୨. God-fearing.
୩. ପରମଧାର୍ମିକ —୩. Very pious.