ଧର୍ମ ମାଣ୍ଡୁ
ଦେଖଣା
ଧର୍ମ ମାଣ୍ଡୁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଧର୍ମ ପରୀକ୍ଷାର୍ଥ ମଣ୍ଡୁ)
[ସମ୍ପାଦନା]- ୧. ବିନା ପ୍ରମାଣରେ ହଲପଦ୍ୱାରା କୌଣସି ବ୍ୟକ୍ତିର ବିଚାର ପଦ୍ଧତି —୧. System of trial by means of special oath.
- ୨. ସାକ୍ଷ୍ୟ ପ୍ରମାଣ ଗ୍ରହଣ ନ କରି (ଫୁଟିଲା ତେଲ, ସାପ ଥିବା ମାଠିଆ ଆଦିରେ ହାତ ପୁରାଇବା ଦ୍ୱାରା) ସନ୍ଦେହୀ ବ୍ୟକ୍ତିର ପରୀକ୍ଷା —Trial of an accused by his being made to undergo some severe tests; ordeal by fire etc.
[ଦ୍ରଷ୍ଟବ୍ୟ —ପୂର୍ବେ ଅଭିଯୁକ୍ତ ବ୍ୟକ୍ତିର ନିର୍ଦୋଷତା ପ୍ରମାଣ କରିବା ପାଇଁ ଉକ୍ତ ବ୍ୟକ୍ତି ତାତି କରି ପାଚିଥିବା ଲୌହିଦି ଧାତୁ, ଫୁଟିଲା ତେଲ, ଅଗ୍ନି ଆଦିକୁ ସ୍ପର୍ଶ କରୁଥିଲା, କିମ୍ୱା ସାପ ଥିବା ମାଠିଆରେ ହାତ ପୂରାଉ ଥିଲା ଏହିପରି ନାନା କଠୋର ପରୀକ୍ଷାଦ୍ୱାରା ଯେବେ ତାହାର କିଛି ଅନିଷ୍ଟ ନ ହେବାର ଦେଖା ଯାଉଥିଲା ତେବେ ସେ ନିର୍ଦୋଷ ବୋଲି ସାବ୍ୟସ୍ତ ହେଉଥିଲା]