Jump to content

ଧର୍ମ ମୂଳ

ଉଇକିଅଭିଧାନ‌ରୁ

ଧର୍ମ ମୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ମୂଳ; ୬ଷ୍ଠୀ ତତ୍)

[ସମ୍ପାଦନା]

ଧର୍ମର ହେତୁ —The essence of religion; the basis of religion.

(ଧର୍ମମୂଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଧର୍ମ+ ମୁଳ; ବହୁବ୍ରୀହି)

[ସମ୍ପାଦନା]

ଯେଉଁ କାର୍ଯ୍ୟର ମୃଳରେ ଧର୍ମ ନିହିତ ଅଛି — Based on religion or righteousness.