ଧର୍ମ ଯୁଗ
ଦେଖଣା
ଧର୍ମ ଯୁଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଯୁଗ; ମ. ପ. ଲୋ; ଧର୍ମ ପ୍ରଧାନ ଯୁଗ)
[ସମ୍ପାଦନା]- ୧. ସତ୍ୟଯୁଗ —୧. The Golden age of the earth according to the Hindus.
- ୨. ଧର୍ମପ୍ରଧାନ ଯୁଗ; ଯେଉଁ ଯୁଗରେ ଦେଶରେ ଧର୍ମା— ଲୋଚନା ବିଶେଷ ଭାବରେ ହୁଏ ଓ ବହୁ ଧାର୍ମିକ ଓ ଧର୍ମସଂସ୍କାରକ ବ୍ୟକ୍ତି ଜନ୍ମ ହୁଅନ୍ତି — ୨. An era when religion preponderates in the country and religiously minded persons and religious reformers are born.