Jump to content

ଧର୍ମ ଯୁଦ୍ଧ

ଉଇକିଅଭିଧାନ‌ରୁ

ଧର୍ମ ଯୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଧର୍ମ+ ଯୁଦ୍ଧ)

[ସମ୍ପାଦନା]
୧. ଯେଉଁ ଯୁଦ୍ଧରେ ଯୋଦ୍ଧାମାନେ ବିପକ୍ଷମାନେ ବିପକ୍ଷ ପ୍ରତି ଅଧର୍ମ ବା ଅନ୍ୟାୟ ଆଚରଣ କରନ୍ତି ନାହିଁ ଓ ଧର୍ମାନୁମୋଦିତ ନିୟମମାନ ପାଳନ କରନ୍ତି — ୧. A war carried on with strict principles of morality.
୨. ଧର୍ମ ରକ୍ଷା ପାଇଁ କରାଯିବା ଯୁଦ୍ଧ — ୨. Crusade; war carried on for preservation of one's religion.