Jump to content

ଧର୍ମ ରକ୍ଷା

ଉଇକିଅଭିଧାନ‌ରୁ

ଧର୍ମ ରକ୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମ+ ରକ୍ଷା; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଧର୍ମ ପାଳନ —୧. Observance of religion; following the path of religion.
୨. ସ୍ତ୍ରୀର ସତୀତ୍ୱ ରକ୍ଷା — ୨. Protection of the chastity of a woman.
୩. ସ୍ୱଧର୍ମର ପ୍ରତିଷ୍ଠା ରକ୍ଷା କରିବା — ୩. Defence of one's religion.