ଧର୍ମ ଲକ୍ଷଣ
ଦେଖଣା
ଧର୍ମ ଲକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧର୍ମ+ ଲକ୍ଷଣ; ୬ଷ୍ଠୀ ତତ୍)
[ସମ୍ପାଦନା]ହିନ୍ଦୁଶାସ୍ତ୍ର ବର୍ଣ୍ଣିତ ଧର୍ମର ଦଶ ବିଧ ଚିହ୍ନ — Ten moral qualities; the ୧୦ signs of a religious or pious man (as enumerated in the Hindu scriptures.
[ଦ୍ରଷ୍ଟବ୍ୟ —ଧୃତି, କ୍ଷମା, ଦମ, ଶୌଚ, ଅସ୍ତେୟ, ଇନ୍ଦ୍ରିୟ ନିଗ୍ରହ, ଧୀ, ବିଦ୍ୟା, ସତ୍ୟ, ଅକ୍ରୋଧ ଏମାନ ଧର୍ମଲକ୍ଷଣ ଅଟେ—ଜ୍ଞାନେନ୍ଦ୍ର]